୮ ତାରିଖରୁ ଯୁକ୍ତଦୁଇ ଛାତ୍ରଛାତ୍ରୀଙ୍କୁ NEET ଓ JEE କୋଚିଂ


୮ ତାରିଖରୁ ଯୁକ୍ତଦୁଇ ଛାତ୍ରଛାତ୍ରୀଙ୍କୁ NEET ଓ JEE କୋଚିଂ।ଆଶାୟୀ ଛାତ୍ରଛାତ୍ରୀଙ୍କୁ ମିଳିବ ରେଗୁଲାର କୋଚିଂ।ଜାନୁଆରୀ ୩୧ ତାରିଖ ଯାଏଁ ଚାଲିବ ଅନଲାଇନ୍ କୋଚିଂ।ଯୁକ୍ତଦୁଇ କଲେଜର ବିଜ୍ଞାନ ଛାତ୍ରଛାତ୍ରୀଙ୍କୁ କୋଚିଂ ଦେବେ ଏକ୍ସପର୍ଟ।ସକାଳ ୮.୩୦ରୁ ୧୦ଟା ଯାଏଁ NEET କୋଚିଂ।ଅପରାହ୍ଣ ୨.୩୦ରୁ ୩.୩୦ ଯାଏଁ JEE କୋଚିଂ।ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଟାଇମ ଟେବୁଲ ଜାରି।


error: Content is protected !!