ଦୁର୍ଗାଚରଣ ପ୍ରଧାନଙ୍କୁ ବିଜେଡ଼ିରେ ନୂଆ ଦାୟିତ୍ବ


ଦୁର୍ଗାଚରଣ ପ୍ରଧାନଙ୍କୁ ବିଜେଡ଼ିରେ ନୂଆ ଦାୟିତ୍ବ।ରାଜ୍ୟ ସମ୍ପାଦକ ଭାବେ ନିଯୁକ୍ତି ଦେଲେ ସଭାପତି ନବୀନ ପଟ୍ଟନାୟକ।ଅନୁଗୁଳର ବିଜେଡ଼ି ନେତା ଦୁର୍ଗାଚରଣ ପ୍ରଧାନ।ସୂଚନା ଦେଲେ ବିଜେଡ଼ି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ।


error: Content is protected !!