ଜିଲ୍ଲା ସ୍ତରୀୟ ନୂଆ ଓଡିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ


ଆଜି ମାନ୍ୟବର ଗୁଣୁପୁର ବିଧାୟକ ଶ୍ରୀଯୁକ୍ତ ରଘୁନାଥ ଗୋମାଙ୍ଗ ରାୟଗଡ଼ା ଠାରେ ଜିଲ୍ଲା ସ୍ତରୀୟ ନୂଆ ଓଡିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଯୋଗ ଦେଇ ଆସିଲେ। ମାନ୍ୟବର ମନ୍ତ୍ରୀ ଖାଦ୍ୟ ଯୋଗାଣ, ଶ୍ରୀ ଯୁକ୍ତ ଅତୁନୁ ସବ୍ୟସାଚୀ ନାୟକ, ମାନ୍ୟବର ମନ୍ତ୍ରୀ ଆଦିବାସୀ କଲ୍ୟାଣ, ଶ୍ରୀ ଯୁକ୍ତ ଜଗନ୍ନାଥ ସାରକା, ମାନ୍ୟବର BSKY ଉପଦେଷ୍ଟା, ଶ୍ରୀ ଯୁକ୍ତ ସୁଧୀର ଦାସ, ମାନ୍ୟବର ବିଧାୟକ ରାୟଗଡ଼ା ଶ୍ରୀ ଯୁକ୍ତ ମକରନ୍ଦ ମୁଦୁଲି,SDC chairman,ZP chairman Rayagada, କଲେକ୍ଟର ଯୋଗ ଦେଇଥିଲେ। ରାୟଗଡ଼ା ଜିଲ୍ଲା ରୁ କୃଷ୍ଣ ଚନ୍ଦ୍ର ପାଣିଗ୍ରାହୀ


error: Content is protected !!