ମନ୍ତ୍ରୀ ଟୁକୁନୀ ସାହୁଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ


ବଲାଙ୍ଗିର: ମନ୍ତ୍ରୀ ଟୁକୁନୀ ସାହୁଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ।ବଲାଙ୍ଗିରରୁ ଫେରିଲା ବେଳେ ବଡ଼ମାଲ ଫପ୍ସି ଛକରେ ଦୁର୍ଘଟଣା।ମନ୍ତ୍ରୀଙ୍କ କାର୍‌କୁ ଧକ୍କା ଦେଲା ଏକ ମାଲବାହୀ ଭ୍ୟାନ୍‌।ମନ୍ତ୍ରୀଙ୍କ କାର କ୍ଷତିଗ୍ରସ୍ତ; ମନ୍ତ୍ରୀ ସୁରକ୍ଷିତ ଥିବା ସୂଚନା।


error: Content is protected !!