ମୋହାଲିରେ ସିରିଜ୍‌ର ପ୍ରଥମ ଟି-୨୦ ଜିତିଲା ଭାରତ


ମୋହାଲିରେ ସିରିଜ୍‌ର ପ୍ରଥମ ଟି-୨୦ ଜିତିଲା ଭାରତ।ଆଫଗାନିସ୍ତାନକୁ ୬ ୱିକେଟରେ ହରାଇଲା ଭାରତ।ଆଫଗାନିସ୍ତାନ ୧୫୮/୫; ଭାରତ ୧୫୯/୪ (୧୭.୩ ଓଭର)।ଦୁବେ ଅପରାଜିତ ୬୦, ଗିଲ୍‌ ୨୩, ବର୍ମା ୨୬, ଜିତେଶ ୩୧।୩ ମ୍ୟାଚ ବିଶିଷ୍ଟ ସିରିଜ୍‌ରେ ଭାରତ ୧-୦ରେ ଆଗୁଆ।


error: Content is protected !!