ଭିଜିଲାନ୍ସ ଜାଲରେ ଟ୍ରାଫିକ ଇନ୍ସପେକ୍ଟର


ଭିଜିଲାନ୍ସ ଜାଲରେ ଟ୍ରାଫିକ ଇନ୍ସପେକ୍ଟର।ତାଳଚେର ଟ୍ରାଫିକ ଇନ୍ସପେକ୍ଟର ଜିତେନ୍ଦ୍ର ବେହେରା।ବେଆଇନ ନଗଦ ଟଙ୍କା ରଖିଥିବା ଅଭିଯୋଗରେ ଚଢ଼ାଉ କରିଥିଲା ଭିଜିଲାନ୍ସ ବିଭାଗ।ଜିତେନ୍ଦ୍ରଙ୍କ ପାଖରୁ ନଗଦ ୨୪ ଲକ୍ଷ ଟଙ୍କା ଜବତ।ଗାଡ଼ିରୁ ୧୧ଲକ୍ଷ ଟଙ୍କା ଓ ୨ଟି ଘର ଯାଞ୍ଚରୁ ୩ଲକ୍ଷ ଓ ୧୦ଲକ୍ଷ ଟଙ୍କା ଜବତ।


error: Content is protected !!