ବାଲିପାଟଣା ବ୍ଲକ ରେବ୍ଲକ ସ୍ତରୀୟ ସଂସାଧନ ସଭ୍ୟଙ୍କ ପ୍ରଶିକ୍ଷଣ ଶିବିର ଆଜି ଆରମ୍ଭ


ବାଲିପାଟଣା ବ୍ଲକରେ ବ୍ଲକ ସ୍ତରୀୟ ସଂସାଧନ ସଭ୍ୟଙ୍କ ପ୍ରଶିକ୍ଷଣ ଶିବିର ଆଜି ଆରମ୍ଭ ହୋଇଯାଇଛି।ଏହି ଶିବିରକୁ bdo ସ୍ମୁତିଶ୍ରୀ ପ୍ରିୟଦର୍ଶିନୀ ଉଦ୍ଘାଟନ କରି ସମସ୍ତ କଳାକାର ମାନଙ୍କୁ କଳାକୁ ସନମାନ ଦେବା ସହିତ ପୁରାତନ ଲୋକ କଳାକୁ ବଞ୍ଚାଇ ରଖିବା ପାଇଁ ସରକାରଙ୍କ ଯୋଜନା ସମ୍ବଦ୍ଧିୟ ବିଷୟରେ ଜଣାଇଥିଲେ।କଳାକାର ଭାଇ ଓ ଭଉଣୀ ମାନଙ୍କୁ ଧନ୍ୟବାଦ ଦେଇ କହିଲେ କି ବାଲିପାଟଣା ବ୍ଲକ ଖୋର୍ଦ୍ଧା ଜିଲ୍ଲାରେ ସର୍ବ ପ୍ରଥମ ହେବ କଳାକାରଭାଇ ଓ ଭଉଣୀ ମାନଙ୍କ ଠାରୁ ଆଶା ବେକ୍ତ କରିଥିଲେ।ଏହି ସଭାକୁ asso ସଂଗ୍ରାମ କିଶୋର ଦାଶ ପରିଚାଳନା କରିଥିଲେ।Bsso ଦିବ୍ୟଜୋତି ଭୂତିଆ କଳାକାର ଙ୍କସଭାପତି ପୃନ୍ନ ଚନ୍ଦ୍ର ସ୍ୱାଇଁ ଉପସ୍ଥିତ ରହିଥିଲେ।


error: Content is protected !!