ପରିକ୍ରମା ପ୍ରକଳ୍ପ ଲୋକାର୍ପଣକୁ ଆସିଲେନି ଶଙ୍କରାଚାର୍ଯ୍ୟ


ପରିକ୍ରମା ପ୍ରକଳ୍ପ ଲୋକାର୍ପଣକୁ ଆସିଲେନି ଶଙ୍କରାଚାର୍ଯ୍ୟ।ଶଙ୍କରାଚାର୍ଯ୍ୟଙ୍କୁ ନିମନ୍ତ୍ରଣ କରିବାକୁ ଯାଇଥିଲେ ଗଜପତି ମହାରାଜା।ଗଜପତି ଏବଂ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ନିମନ୍ତ୍ରଣ କରିବାକୁ ଯାଇଥିଲା।ତେବେ ଜଗତଗୁରୁ ଶଙ୍କରାଚାର୍ଯ୍ୟ କାହିଁକି ଆସିଲେନି ଜଣାପଡ଼ିନି।


error: Content is protected !!