୧୯୯୭ ମସିହାରୁ ଦୀର୍ଘ ୨୯ ବର୍ଷ ଧରି କୋଲକାତା ମହାନଗରୀରୁ ସମ୍ଭ୍ରାନ୍ତ ଓଡ଼ିଆ ସାହିତ୍ୟ ପତ୍ରିକା ‘ ଅଭିଯାନ’ ନିୟମିତ ତ୍ରୈମାସିକ ପ୍ରକାଶିତ ହୋଇଆସୁଅଛି, ଯାହା ଓଡ଼ିଶା ବାହାରେ ରହୁଥିବା ପ୍ରବାସୀ ଉତ୍କଳୀୟମାନଙ୍କର ଗର୍ବ ଗୌରବ ଓ ସ୍ଵାଭିମାନର ପ୍ରତୀକ । ସେଥିରେ ଅବିସ୍ମରଣୀୟ ଗଳ୍ପ, ଅନୁବାଦ, ଗଳ୍ପ, ପ୍ରବନ୍ଧ, ବ୍ୟଙ୍ଗ-ରମ୍ୟ, କବିତା, ସାକ୍ଷାତକାର ମାଧ୍ୟମରେ ପରିବେଶର ସୁରକ୍ଷା, ସ୍ଵାସ୍ଥ୍ୟ-ଚିକିତ୍ସା, ଜ୍ଞାନ-ବିଜ୍ଞାନ, ଜନକଲ୍ୟାଣ, ସମାଜ-ସ°ସ୍କାର ଓ ଜାତୀୟ-ସ°ହତି ପ୍ରସଙ୍ଗଗୁଡ଼ିକର ମହତ୍ତ୍ଵ ପ୍ରତିପାଦିତ ହୋଇଥାଏ । ଓଡ଼ିଆ ଭାଷା-ସାହିତ୍ୟ ଓ କଳା-ସଂସ୍କୃତିର ସୁରକ୍ଷା, ପ୍ରଚାର ପ୍ରସାର ଓ ବିକାଶ ସହିତ ମାତୃଭୂମି ଓ ମାତୃଭାଷାର ମହତ୍ ସେବା କରିବାକୁ ଆମ୍ଭେ ଅଙ୍ଗୀକାରବଦ୍ଧ । ବିଶ୍ଵର ପ୍ରତି କୋଣ-ଅନୁକୋଣରେ ବସବାସ କରୁଥିବା ଓଡ଼ିଆମାନଙ୍କର ସଦିଚ୍ଛା ଓ ସହଯୋଗ ଆମ୍ଭେ କାମନା କରୁଛୁ ।ଜୟ ଜଗନ୍ନାଥ… ବନ୍ଦେ ଉତ୍କଳ ଜନନୀଶମ୍ଭୁନାଥ ଦାସ (ମୁଖ୍ଯ ସମ୍ପାଦକ : ଅଭିଯାନ)ସମ୍ଭ୍ରାନ୍ତ ଓଡ଼ିଆ ସାହିତ୍ୟ ପତ୍ରିକା👇କୋଲକାତାhttps://youtu.be/Kjw2_2O4Tc8
More Stories
ଝାଡ଼ଖଣ୍ଡରେ ହେମନ୍ତ ସରକାର
ଆସିଲା ତୃତୀୟ ପର୍ଯ୍ୟାୟ ସୁଭଦ୍ରା
ନୂଆପଡ଼ା ଜିଲ୍ଲା ଖରୀଆର ରୋଡ ଜୁଆ ଆଡ୍ଡା କୁ ଚଢାଉ ଘଟଣା ନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ସାମ୍ବାଦିକ ସମ୍ମିଳନୀ