ବିଜେପିର ବିଭିନ୍ନ ମୋର୍ଚ୍ଚା ପାଇଁ ପ୍ରଭାରୀ ନିଯୁକ୍ତ


ବିଜେପିର ବିଭିନ୍ନ ମୋର୍ଚ୍ଚା ପାଇଁ ପ୍ରଭାରୀ ନିଯୁକ୍ତ।ବିରଞ୍ଚି ତ୍ରିପାଠୀ ଯୁବ ମୋର୍ଚ୍ଚା, ପୂର୍ଣ୍ଣଚନ୍ଦ୍ର ମହାପାତ୍ର ମହିଳା ମୋର୍ଚ୍ଚା ପ୍ରଭାରୀ।ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଓବିସି, ଗୋଲକ ମହାପାତ୍ର କୃଷକ ମୋର୍ଚ୍ଚା ପ୍ରଭାରୀ।ରମେଶ ସାହୁ ଏସ୍‌ସି ମୋର୍ଚ୍ଚା ଏବଂ ସୁକେଶୀ ଓରାମ ଏସ୍‌ଟି ମୋର୍ଚ୍ଚା ପ୍ରଭାରୀ।


error: Content is protected !!