ହାଇକୋର୍ଟରେ ଶ୍ରୀମନ୍ଦିର ଜଗମୋହନ,ନାଟମଣ୍ଡପ ମରାମତି ମାମଲା


ହାଇକୋର୍ଟରେ ଶ୍ରୀମନ୍ଦିର ଜଗମୋହନ, ନାଟମଣ୍ଡପ ମରାମତି ମାମଲା।୧୦ରେ ବିମ୍‌ ଡିଜାଇନ୍‌ ଚୂଡ଼ାନ୍ତ ହୋଇଥିବା ଜଣାଇଲେ ଆମିକସ୍‌କ୍ୟୁରି।ଏପ୍ରିଲ ୩୦ ସୁଦ୍ଧା କାମ ସାରିବା ନେଇ ଆମିକସକ୍ୟୁରିଙ୍କୁ ମୌଖିକ ଅବଗତି।ଏନେଇ ସତ୍ୟପାଠ ମାଧ୍ୟମରେ ଜଣାଇବାକୁ ଏଏସ୍‌ଆଇକୁ ନିର୍ଦ୍ଦେଶ।ଆସନ୍ତା ସପ୍ତାହରେ ହେବ ମାମଲାର ପରବର୍ତ୍ତୀ ଶୁଣାଣି।


error: Content is protected !!