ଜାନୁଆରୀ ୨୨ରେ ହାଫ୍‌ ଡେ ଛୁଟି


ଜାନୁଆରୀ ୨୨ରେ ହାଫ୍‌ ଡେ ଛୁଟି।ଜାନୁଆରୀ ୨୨କୁ ହାଫ୍ ଡେ ଛୁଟି ଘୋଷଣା କଲେ ରାଜ୍ୟ ସରକାର।ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ହାଫ୍ ଡେ ଛୁଟି ଘୋଷଣା।୨୨ ତାରିଖ ଅପରାହ୍ନ ୨ଟା ୩୦ ଯାଏଁ ଅଫିସ ଛୁଟି ଘୋଷଣା।


error: Content is protected !!