ଶିକ୍ଷକ ନିଯୁକ୍ତିରେ ହଜାରେ କୋଟିର ଦୁର୍ନୀତି


ଶିକ୍ଷକ ନିଯୁକ୍ତିରେ ହଜାରେ କୋଟିର ଦୁର୍ନୀତି।ରାଜ୍ୟରେ ଶିକ୍ଷକ ନିଯୁକ୍ତିରେ ହଜାରେ କୋଟିର ଦୁର୍ନୀତି କହିଲା ବିଜେପି।ପ୍ରେସମିଟରେ ଆରୋପ ଲଗାଇଲେ ବିଜେପି ମୁଖପାତ୍ର ଅନୀଲ ବିଶ୍ୱାଳ।ରାଜ୍ୟରେ ସରକାରୀ ଚାକିରି ବିକ୍ରି ହେଉଛି କହିଲେ ଅନୀଲ।


error: Content is protected !!