ବଲାଙ୍ଗୀର ସହରରୁ ଧରାପଡ଼ିଲେ ଅଦ୍ଭୁତ 7 ଜଣ ଦାମୀ ଠକ


ବଲାଙ୍ଗୀର ସହରରୁ ଧରାପଡ଼ିଲେ ଅଦ୍ଭୁତ 7 ଜଣ ଦାମୀ ଠକ। କ୍ରୀପକୋରେନସି ନାଁ ରେ ହଜାରେ ଲୋକଙ୍କ ଠାରୁ ଠକିଲେ 12 କୋଟି ଟଙ୍କା ଚଢ଼ୁଥିଲେ ଦାମୀ କାର ସହରରେ ଖୋଲିଥିଲେ ବଡ଼ ଲୁଗା ଦୋକାନ ଗରାଖଙ୍କୁ ଦୁବାଇ, ସିଙ୍ଗାପୁର ବୁଲେଇନେବାକୁ ଦେଉଥିଲେ ଅଫର ବିଦେଶୀ ଇଂଲିଶ ଖବର କାଗଜରେ ଵିଜ୍ଞାପନ ଦେଇ ଅତିଥି ବନେଇଥିଲେ।ମୁଖ୍ୟକର୍ପୋଟାଦାର 12ମ ଫେଲ କିନ୍ତୁ ସାଙ୍ଗରେ ଥିଲେ ଉଚ୍ଚଶିକ୍ଷିତ।


error: Content is protected !!