ବରିଷ୍ଠ ସାମ୍ବାଦିକ ଅରୁଣ ପଣ୍ଡା ଙ୍କର କଟକ ସିଡିଏ ସ୍ଥିତ ନିଜ ବାସଭବନରେ ୭୬ ବର୍ଷ ବୟସରେ ପରଲୋକ ହୋଇଯାଇଛି l ଭଗବାନ ତାଙ୍କର ଅମର ଆତ୍ମାକୁ ସଦ୍ଗତିଃ ପ୍ରଦାନ କରନ୍ତୁ l


error: Content is protected !!