ଅକ୍ଷୟ ସୁନୀଲ ଅଗ୍ରୱାଲ ହେଲେ ସମ୍ବଲପୁର ଜିଲ୍ଲାପାଳ


ଅକ୍ଷୟ ସୁନୀଲ ଅଗ୍ରୱାଲ ହେଲେ ସମ୍ବଲପୁର ଜିଲ୍ଲାପାଳ।ଆଦିତ୍ୟ ଗୋୟଲ ହେଲେ ବରଗଡ଼ ଜିଲ୍ଲାପାଳ।ଅନ୍ୟା ଦାସ ହେଲେ ସୋନପୁର ଜିଲ୍ଲାପାଳ।ମନୋଜ ସତ୍ୟବାନ ମହାଜନ ହେଲେ ରାୟଗଡ଼ା ଜିଲ୍ଲାପାଳ।ପାୱାର ସଚିନ ପ୍ରକାଶ ହେଲେ ମାଲକାନଗିରି ଜିଲ୍ଲାପାଳ।ଗୌରବ ଶିବାଜୀ ଈଶ୍ୱର ହେଲେ ବଲାଙ୍ଗୀର ଜିଲ୍ଲାପାଳ।


error: Content is protected !!