ବିରାଜିଲେ ପ୍ରଭୁ ଶ୍ରୀରାମ


▪️ଅଯୋଧ୍ୟା ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ ସଂପନ୍ନ।

▪️କାଶୀ ପୀଠର ବେଦଜ୍ଞ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ ସଂପନ୍ନ କଲେ।

▪️ମୁଖ୍ୟ ଯଜମାନ ଭାବେ ଦାୟିତ୍ବ ନିର୍ବାହ କଲେ ପ୍ରଧାନମନ୍ତ୍ରୀ।

▪️ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ ଉପସ୍ଥିତ।


error: Content is protected !!