ନିଲମ୍ବନ ହଟିବା ନେଇ ଧନ୍ୟବାଦ ଜଣାଇଲେ ମହମ୍ମଦ ମୋକିମ । ଧନ୍ୟବାଦ ଜଣାଉଛି, କାର୍ଯ୍ୟକ୍ରମ ଅଧିକ ତ୍ୱରାନ୍ୱିତ କରିବି ବୋଲି କହିଲେ ମୋକିମ । ନିଲମ୍ବନ ହଟିବା ପରେ ବାରବାଟୀ -କଟକ ବିଜେଡି ଭିତରେ ଏକ ପ୍ରକାର ଭୟ ଆରମ୍ଭ ହୋଇ ଯାଇଛି ବୋଲି ବିଭିନ୍ନ ସ୍ଥାନରେ ଚର୍ଚ୍ଚା ହେଉଥିବା ଲକ୍ଷ କରାଯାଉଛି ।
Post Views: 594
More Stories
ଲିଙ୍ଗରାଜରେ କୋହେନୁର ପଞ୍ଜିକା ମନା
ରାସନ୍ କାର୍ଡ e-KYC ନେଇ ବଡ଼ ଅପଡେଟ୍
ନାବାଳିକା ଶିଶୁକନ୍ୟାଙ୍କୁ ୪ ଜଣ ଅସାମାଜିକ ଯୁବକ ଗଣ ଦୁଷ୍କର୍ମ କରିବା ଘଟଣାରେ ଦୋଷୀ ମାନଙ୍କ ବିରୁଦ୍ଧରେ କଠୋର ରୁ କଠୋର କାର୍ଯ୍ୟାନୁଷ୍ଠାନ |