ପ୍ରେସକ୍ରିପସନ୍‌ରେ ଆଣ୍ଟିବାୟୋଟିକ୍‌ ଲେଖୁଥିଲେ କାରଣ ଦର୍ଶାଇବାକୁ ଚିଠି


ପ୍ରେସକ୍ରିପସନ୍‌ରେ ଆଣ୍ଟିବାୟୋଟିକ୍‌ ଲେଖୁଥିଲେ କାରଣ ଦର୍ଶାଇବାକୁ ଚିଠି।ସ୍ୱାସ୍ଥ୍ୟ ନିର୍ଦ୍ଦେଶକ,ସବୁ ମେଡିକାଲ କଲେଜ ଅଧୀକ୍ଷକଙ୍କୁ ସ୍ୱାସ୍ଥ୍ୟ ସଚିବଙ୍କ ଚିଠି।କେନ୍ଦ୍ର ଦେଇଥିବା ନିର୍ଦ୍ଦେଶକୁ ଅନୁପାଳନ କରିବାକୁ କହିଲେ ସଚିବ।ଆଣ୍ଟିବାୟୋଟିକ୍‌ ଲେଖୁଥିଲେ ଲକ୍ଷଣ , କାରଣ , ଯୌକ୍ତିକତା ଦର୍ଶାଇବାକୁ ନିର୍ଦ୍ଦେଶ।


error: Content is protected !!