ରାହୁଲ ଗାନ୍ଧିଙ୍କ ନାଁରେ ମାମଲା ରୁଜୁ ପାଇଁ ଆସାମ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ


ରାହୁଲ ଗାନ୍ଧିଙ୍କ ନାଁରେ ମାମଲା ରୁଜୁ ପାଇଁ ଆସାମ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ।ଆସାମ ଡିଜିପିଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା।ସାଧାରଣ ଲୋକଙ୍କୁ ଉସକେଇବା ଭଳି ଭାଷଣ ନେଇ ମାମଲା ନିର୍ଦ୍ଦେଶ।ଗୌହାଟି ନିକଟରେ ଲୋକଙ୍କୁ ଭଡ଼କାଇବା ଭଳି ଭାଷଣ ଦେଇଥିବା ଅଭିଯୋଗ।


error: Content is protected !!