ଯେଉଁଠି ଡ୍ୟୁଟି ସେଇଠି ଭୋଟ୍‌


ଯେଉଁଠି ଡ୍ୟୁଟି ସେଇଠି ଭୋଟ୍‌।ଏଥର ସାଧାରଣ ନିର୍ବାଚନରେ ଭୋଟ ଦେବା ପାଇଁ ନୂଆ ବ୍ୟବସ୍ଥା- ପୋଲିଂ କର୍ମଚାରୀ ଯେଉଁଠି ଡ୍ୟୁଟି କରିବେ, ସେଇଠି ଦେବେ ଭୋଟ୍‌- ପୋଲିଂ ଦାୟିତ୍ୱରେ ଥିବା ସବୁ ଅଧିକାରୀ, କର୍ମଚାରୀ ସେଇଠି ଭୋଟ୍ ଦେବେ- ଏଥିପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ସ୍ୱତନ୍ତ୍ର ଭୋଟଗ୍ରହଣ କେନ୍ଦ୍ର ହେବ- ୮୦ ବର୍ଷରୁ ଅଧିକ ବୟସ୍କ ଓ ୪୦ ବର୍ଷରୁ କମ୍‌ ଦିବ୍ୟାଙ୍ଗଙ୍କ ପାଇଁ ବି ବ୍ୟବସ୍ଥା- ଏହି ଦୁଇ ବର୍ଗ ଅସୁସ୍ଥ ହୋଇ ଘରେ ରହୁଥିଲେ, ହୋମ୍‌ ଭୋଟିଂ ବ୍ୟବସ୍ଥା- ଭୋଟ୍‌ ପାଇଁ ସବୁ ଜିଲ୍ଲାରେ ଇଭିଏମ୍‌ ପହଞ୍ଚି ସାରିଥିବା କହିଲେ ସିଇଓ


error: Content is protected !!