ଅଭିନନ୍ଦନ ଓ ଶୁଭେଚ୍ଛା


ଶ୍ରୀ ଅନିଲ କୁମାର ସାମଲ, ଆଇଏଏସ୍ (ଅବସରପ୍ରାପ୍ତ)ଅଧ୍ୟକ୍ଷ, ସିଡିଏ – ROTARY INTERNATIONAL OF ODISHA { 2026-27 } ର ରୋଟାରୀ ଗଭର୍ଣ୍ଣର ଭାବେ ନିର୍ବାଚିତ ହୋଇଥିବାରୁ ବହୁତ ବହୁତ ଅଭିନନ୍ଦନ ଓ ଶୁଭେଚ୍ଛା |ମାହାଙ୍ଗାମାଟିର ଗର୍ବ ଓ ଗୌରବ ଶ୍ରୀ ସାମଲ ଯାଜପୁର ଓ ଅନୁଗୁଳ ଜିଲ୍ଲାପାଳ ସମେତ ରାଜ୍ୟର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀରେ ସଫଳତାର ସହିତ କାର୍ଯ୍ୟ କରିବା ସହିତ ଉଚ୍ଚ ପ୍ରଶଂସିତ ହୋଇଛନ୍ତି ।ବଡଚଣା ଓ ମାହାଙ୍ଗା ଅଂଚଳର ଅନେକ ବିକାଶମୂଳକ କାର୍ଯ୍ୟ କରିବାରେ ସେ ଜଣେ ନୀରବ ସୂତ୍ରଧର ।


error: Content is protected !!