ବିହାରରେ ୭୯ IPSଙ୍କ ବଦଳି


ବିହାରରେ ୭୯ IPSଙ୍କ ବଦଳି।ବିହାର ରାଜନୀତି ରାତାରାତି ୭୯ IPS, ୪୫ BASଙ୍କ ବଦଳି।ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅଦଳବଦଳ କଲେ ନୀତିଶ କୁମାର।ନୀତିଶ ମହାଗଠବନ୍ଧନ ଛାଡ଼ି ପୁଣି NDAକୁ ଫେରିବା ସମ୍ଭାବନା।ସୋମବାର ସୁଦ୍ଧା ଚିତ୍ର ସ୍ପଷ୍ଟ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା।


error: Content is protected !!