୨୯ ତାରିଖରେ ଓଡ଼ିଶା ଆସିବେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ୍‌ଗେ


୨୯ ତାରିଖରେ ଓଡ଼ିଶା ଆସିବେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ୍‌ଗେ। ଆସନ୍ତା ୨୯ ତାରିଖରେ ଓଡ଼ିଶା ଗ୍ରସ୍ତରେ ଆସିବେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ୍‌ଗେ।୧୭ଟି ରାଜନୈତିକ ଦଳ ପ୍ରତିନିଧିଙ୍କ ସହ କରିବେ ଆଲୋଚନା, ରାହୁଲଙ୍କ ଭାରତ ନ୍ୟାୟ ଯାତ୍ରା ରୁଟ୍‌ ସଂପର୍କରେ ସମୀକ୍ଷା କରିବେ।ଏନେଇ ପିସିସି ସଭାପତି ଶରତ ପଟ୍ଟନାୟକ ଓ ବରିଷ୍ଠ ନେତା ଜୟଦେବ ଜେନାଙ୍କ ସୂଚନା।


error: Content is protected !!