୧୪୭ ବଲ୍‌ରେ ଟ୍ରିପଲ ସେଞ୍ଚୁରୀ


୧୪୭ ବଲ୍‌ରେ ଟ୍ରିପଲ ସେଞ୍ଚୁରୀ।ରଣଜୀ କ୍ରିକେଟରେ ଦ୍ରୁତତମ ତ୍ରିଶତକର ରେକର୍ଡ କଲେ ତନ୍ମୟ ଅଗ୍ରୱାଲ।୧୪୭ଟି ବଲ୍‌ରେ ତ୍ରିଶତକ ପୂରଣ କରି ରେକର୍ଡ ବୁକ୍‌ରେ ସାମିଲ।୧୧୯ ବଲରେ ଦ୍ୱିଶତକ ମଧ୍ୟ ଭାରତୀୟ ବ୍ୟାଟର ଭାବେ ଦ୍ରୁତତମ।୩୪ଟି ଚୌକା, ୨୬ଟି ଛକା ଜରିଆରେ ୧୮୧ ବଲରୁ ମୋଟ୍‌ ୩୬୬ ରନ୍‌।


error: Content is protected !!