ବାଣ କାରଖାନାରେ ବିସ୍ଫୋରଣ; ମୃତ


ବାଣ କାରଖାନାରେ ବିସ୍ଫୋରଣ; ମୃତ।କର୍ଣ୍ଣାଟକରେ ଏକ ବାଣ କାରଖାନାରେ ବିସ୍ଫୋରଣ; ୩ ମୃତ।ଦକ୍ଷିଣ କନ୍ନାଡାର ବେଲଥାନଗଡ଼ି ବାଣ କାରଖାନାରେ ବିସ୍ଫୋରଣ।ଏକାଧିକ ଗୁରୁତର ସୂଚନା, ବିସ୍ଫୋରଣର କାରଣ ଅସ୍ପଷ୍ଟ।


error: Content is protected !!