ଲେଡି ବ୍ଲାକମେଲର ଗିରଫ


ଲେଡି ବ୍ଲାକମେଲର ଗିରଫ।

★ କମିଶନରେଟ ପୋଲିସ କବଜାରେ ଲେଡି ବ୍ଲାକମେଲର।

★ ଏକାଧିକ ଯୁବତୀଙ୍କୁ ବ୍ଲାକମେଲିଂ ଅଭିଯୋଗରେ ମହିଳା ଗିରଫ।

★ ଅଭିଯୋଗକାରିଣୀଙ୍କ ପୁରୁଷ ବନ୍ଧୁ ମଧ୍ୟ ବ୍ଲାକମେଲିଂରେ ସାମିଲ।

★ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ ଧମକ ଦେଉଥିଲେ।


error: Content is protected !!