ବାପୁଙ୍କ ହତ୍ୟା ମାମଲା


ବାପୁଙ୍କ ହତ୍ୟା ମାମଲାରେ ନାଥୁରାମ ସହ ସମସ୍ତ ଅଭିଯୁକ୍ତଙ୍କର ବିଚାର ହୋଇଥିଲା ଦିଲ୍ଲୀର ଏକ ସ୍ୱତନ୍ତ୍ର କୋର୍ଟରେ । ପରେ ନାଥୁରାମ ଓ ତାଙ୍କର ସହଯୋଗୀ ନାରାୟଣ ଆପ୍ତେଙ୍କୁ ଫାଶୀ ଦଣ୍ତ ଦିଆଯାଇଥିଲା । ପରେ ପରେ ଫାଶୀଦଣ୍ତକୁ ପଞ୍ଜାବ ହାଇକୋର୍ଟ ମଧ୍ୟ କାଏମ ରଖିଥିଲେ । ସ୍ୱାଧନତା ପରେ ପରେ ଏହା ହିଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମକଦ୍ଦମା ଥିଲା ।


error: Content is protected !!