ଗାନ୍ଧିଜୀ ଆଜି ବି ମହାତ୍ମା ଗାନ୍ଧୀ ଭାବରେ ଜଣାଶୁଣା । ଭାରତର ସ୍ୱାଧୀନତା ସଂଗ୍ରାମର ମୁଖ୍ୟ ନାୟକ ମୋହନଦାସ କରମଚାନ୍ଦ ଗାନ୍ଧିଙ୍କ ମୃତ୍ୟୁ ୩୦ ଜାନୁଆରୀ ୧୯୪୮ ରେ ହୋଇଥିଲା । ଦିଲ୍ଲୀ ସ୍ଥିତ ବିରାଳ ହାଉସରେ ପ୍ରାର୍ଥନା ସଭାକୁ ଯିବା ବେଳେ ଆତତାୟୀ ନାଥୁରାମ ଗଡସେ, ତାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲେ ।


error: Content is protected !!