ଫେବ୍ରୁଆରୀ ୫ ତାରିଖରୁ ବିଧାନସଭା ଅଧିବେଶନ


ଫେବ୍ରୁଆରୀ ୫ ତାରିଖରୁ ବିଧାନସଭା ଅଧିବେଶନ।ଏନେଇ ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି ପ୍ରମିଳା ମଲ୍ଲିକ। ଆସନ୍ତା ୪ ତାରିଖ ସନ୍ଧ୍ୟା ସାଢ଼େ ୬ଟାରେ ବୈଠକ ଏବଂ ୫ତାରିଖରେ ବିଜେଡିର ବିଧାୟକ ଦଳ ବୈଠକ, ଏନେଇ ସୂଚନା ଦେଲେ ଶାସକ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି।ଚଳିତ ଅଧିବେଶନରେ ଆସିବ କାମଚଳା ବଜେଟ୍।


error: Content is protected !!