ଏଇ ପିସ୍ତଲ ରେ ଗୁଳି ମାରିଥିଲେ ଗଡ୍ସେ


ଏଇ ପିସ୍ତଲରେ ଗୁଳି ମାରିଥିଲେ ଗଡ୍ସେ।ଆଉ କିଛି ଦିନ ବଂଚିଥିଲେ ଜମିଦାର ମାନଙ୍କ ପାଖରେ ଥିବା ପ୍ରଚୁର ଜମି ଗୁଡିକ ବର୍ତମାନ ଗରିବମାନଙ୍କ ପାଖରେ ଥାନ୍ତା।ଅବଶୋଷ ଦେଶ ସ୍ୱାଧୀନତା ପାଇବା 75 ବର୍ଷ ହେଲାଣି ବର୍ତମାନ ସୁଦ୍ଧା ମିଳିପାରିଲାନି।ଉଚିତ ଭାବେ ମିଳିଥିଲେ ନକ୍ସଲପନ୍ଥୀ, ଚରମପନ୍ଥୀ, ମାଓବାଦୀ, ମୁଣ୍ଡ ଟେକି ନଥାନ୍ତେ।କୋଟିଏ ଟଙ୍କାର ସତ୍ୟ।


error: Content is protected !!