ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସରେନଙ୍କ ଘରେ ରେଡ୍


ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସରେନଙ୍କ ଘରେ ରେଡ୍।ଚଢ଼ାଉ ବେଳେ ଉପସ୍ଥିତ ନଥିଲେ ହେମନ୍ତ ସରେନ। ହେମନ୍ତଙ୍କ ଏକ BMW ଗାଡ଼ି ଜବତ କଲା EDBMW ସହ ନଗଦ ୩୬ଲକ୍ଷ ଟଙ୍କା ଜବତ କଲା ED୨୭ ତାରିଖରେ ଦଶମ ଥର ପାଇଁ ସମନ ନୋଟିସ୍ ଜାରି ହୋଇଥିଲା। ଜମି ଦୁର୍ନୀତି ମାମଲାରେ ଚଢ଼ାଉ କରିଛି ED, ଚଢ଼ାଉ ପରେ ED କୁ ଚିଠି ଲେଖିଲେ ହେମନ୍ତ ସୋରେନ।


error: Content is protected !!