ସୋରେନଙ୍କ ଘର ଆଗରେ ୧୪୪


ସୋରେନଙ୍କ ଘର ଆଗରେ ୧୪୪।ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ ୧୪୪।ହେମନ୍ତ ସୋରେନଙ୍କ ରାଞ୍ଚି ବାସଭବନ ଆଗରେ ୧୪୪।ଘର ଠାରୁ ୧୦୦ ମିଟର ପରିସର ମଧ୍ୟରେ ୧୪୪ ଲାଗିଲା।ରାଜଭବନ ଓ ଇଡି ଅଫିସର ୧୦୦ ମିଟର ପରିସରରେ ବି ୧୪୪।ED ହେମନ୍ତ ସୋରେନଙ୍କୁ ଖୋଜୁଥିଲେ ବି ପତ୍ତା ମିଳୁନି।


error: Content is protected !!