ହୃଦଘାତ ଯୋଗୁଁ ବସ୍ ଡ୍ରାଇଭରଙ୍କ ମୃତ୍ୟୁ


ହୃଦଘାତ ଯୋଗୁଁ ବସ୍ ଡ୍ରାଇଭରଙ୍କ ମୃତ୍ୟୁ।ଅଳ୍ପକେ ବର୍ତ୍ତିଲେ ବସ୍‌ରେ ଥିବା ୫୦ରୁ ଊର୍ଦ୍ଧ୍ବ ଯାତ୍ରୀ।ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବର୍ତ୍ତିଲେ ଯାତ୍ରୀ।ହୃଦଘାତ ହେବା ଜାଣି ବସକୁ ନିୟନ୍ତ୍ରିତ କରିଥିଲେ ଡାକ୍ତର।ପରେ ଡ୍ରାଇଭରଙ୍କୁ ମେଡିକାଲରେ ମୃତ ଘୋଷଣା।ବସ୍‌ଟି ପଶ୍ଚିମବଙ୍ଗରୁ ପଞ୍ଚଲିଙ୍ଗେଶ୍ବର ଆସୁଥିଲା।


error: Content is protected !!