ବାନା ବାନ୍ଧିଲେନି ଚୁନରା ସେବାୟତ


ପୁରୀ: ଶ୍ରୀମନ୍ଦିର ଭିତରେ ୨ ସେବାୟତ ଗଣ୍ଡଗୋଳ ଘଟଣା।ନୀଳଚକ୍ରରେ ଏ ପର୍ଯ୍ୟନ୍ତ ବାନା ବନ୍ଧିଲେନି ଚୁନରା ସେବାୟତ।ଦାବି ପୂରଣ ନହେବା ଯାଏଁ ଜିଦରେ ଅଟଳ ଚୁନରା ସେବାୟତ।ବାନା ବିକ୍ରିକୁ ନେଇ ମେକାପ ଓ ଚୁନରା ସେବକଙ୍କ ଗଣ୍ଡଗୋଳ ହୋଇଥିଲା।


error: Content is protected !!