କେନ୍ଦ୍ରୀୟ ଏଜେନ୍‌ସି ଦ୍ବାରା ଗୁଣ୍ଡାଗିରି ଚଳାଇଛି BJP


କେନ୍ଦ୍ରୀୟ ଏଜେନ୍‌ସି ଦ୍ବାରା ଗୁଣ୍ଡାଗିରି ଚଳାଇଛି BJP।ବିଜେପି ସମ୍ମାନରେ ଆଞ୍ଚ ଆଣିବାକୁ ଏମିତି କରୁଛି: JMM।ଖୁବ୍‌ ଶୀଘ୍ର ମାନହାନି ମୋକଦ୍ଦମା କରିବ JMM।ଅନ୍ୟାୟ ବିରୋଧରେ ଲଢ଼େଇ ଜାରି ରହିବ: ସୁପ୍ରିୟ।ସଂଧ୍ୟା ୭ଟାରେ JMMର ବିଧାୟକ ଦଳ ବୈଠକ।ଆସନ୍ତାକାଲି ଇଡିରେ ହାଜର ହେବେ ହେମନ୍ତ ସୋରେନ।


error: Content is protected !!