ବିଦା ହେଲେ କୃଷି ବିଭାଗର ୫ କର୍ମଚାରୀ


ବିଦା ହେଲେ କୃଷି ବିଭାଗର ୫ କର୍ମଚାରୀ।ଦୁର୍ନୀତି ପ୍ରତି ରାଜ୍ୟ ସରକାରଙ୍କ ଶୂନ୍ୟ ସହିଷ୍ଣୁତା ନୀତି। ଚାକିରିରୁ ବିଦା ହେଲେ କୃଷି ବିଭାଗର ୫ କର୍ମଚାରୀ।କାର୍ଯ୍ୟରେ ଅବହେଳା, ଅସଦାଚରଣ ଆଧାରରେ ବହିଷ୍କୃତ।ଭିଜିଲାନ୍ସ କୋର୍ଟ ଦ୍ବାରା ଦଣ୍ଡିତ ଅଧିକାରୀ ବି ବିଦା।ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର।ଜଣେ ପୂର୍ବତନ ଓଭରସିଅରଙ୍କୁ ଭିଜିଲାନ୍ସ ମାମଲାରେ ଆଗୁଆ ଅବସର।


error: Content is protected !!