ରେଳ ବଜେଟ: ଓଡ଼ିଶାକୁ ୧୦,୫୩୬ କୋଟି।ବଜେଟରେ ଓଡ଼ିଶାକୁ ରେଳ ଅନୁଦାନ ନେଇ ମନ୍ତ୍ରୀଙ୍କ ସୂଚନା।ପ୍ରେସମିଟ୍‌ରେ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସୂଚନା।ଓଡ଼ିଶାକୁ ରେଳ ବଜେଟରେ ୧୦, ୫୩୬ କୋଟିର ଅନୁଦାନ।ବିଗତ ୩ ବର୍ଷ ହେଲାଣି ବାର୍ଷିକ ହାରାହାରି ୧୦ ହଜାର କୋଟି ଅନୁଦାନ।


error: Content is protected !!