୪ବର୍ଷ ପରେ ବନ୍ଧା ହେଲା ହତ୍ୟାକାରୀ


ମୋହନା: ପରକୀୟା ପ୍ରୀତିରୁ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ।ହତ୍ୟାକାରୀ ପ୍ରେମିକକୁ ପିପିଲିରୁ ଗିରଫ କଲା ମୋହନା ପୋଲିସ।୨୦୨୦ରେ ଯୁବରାଜ ଚାନ୍ଦିଙ୍କୁ ହତ୍ୟା ମାମଲାରେ ଗିରଫ କଲା।ଯୁବରାଜଙ୍କ ପତ୍ନୀଙ୍କ ସହ ପ୍ରେମ ସଂପର୍କରୁ ହତ୍ୟାକାଣ୍ଡ ଘଟିଥିଲା।


error: Content is protected !!