ଗୁଣପୁର SBI ମୁଖ୍ୟ ବ୍ରାଞ୍ଚ ସାମ୍ନାରୁ ବାଇକ୍‌ ଡିକିରୁ ୨ ଲକ୍ଷ ଟଙ୍କା ନେଇଗଲେ ୨ ଦୁର୍ବୃତ୍ତ


ଗୁଣପୁର SBI ମୁଖ୍ୟ ବ୍ରାଞ୍ଚ ସାମ୍ନାରୁ ବାଇକ୍‌ ଡିକିରୁ ୨ ଲକ୍ଷ ଟଙ୍କା ନେଇଗଲେ ୨ ଦୁର୍ବୃତ୍ତ।ଲୁଟ୍‌ର ଶିକାର ବ୍ୟକ୍ତି ବ୍ୟାଙ୍କରୁ ଟଙ୍କା ଉଠାଇ ଡିକିରେ ରଖିଥିଲେ।ଦୁର୍ବୃତ୍ତମାନେ କିଛି ଟଙ୍କା ରାସ୍ତାରେ ରଖି ଟଙ୍କା ପଡ଼ି ଯାଇଥିବା କହିଥିଲେ।ଟଙ୍କା ଗୋଟାଇବାକୁ ଗଲା ବେଳେ ଡିକିରୁ ଟଙ୍କା ନେଇ ଦୁର୍ବୃତ୍ତ ଚମ୍ପଟ।


error: Content is protected !!