ଶପଥ ନେଲେ ଚମ୍ପଇ ସୋରେନ୍‌


ଶପଥ ନେଲେ ଚମ୍ପଇ ସୋରେନ୍‌।ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ହେଲେ ଚମ୍ପଇ ସୋରେନ୍‌।ପଦ ଓ ଗୋପନୀୟତାର ଶପଥ କରାଇଲେ ରାଜ୍ୟପାଳ।ଶପଥ ନେଲେ ସହଯୋଗୀ କଂଗ୍ରେସର ଆଲମଗିରି ଆଲାମ।ଆରଜେଡିର ସତ୍ୟାନନ୍ଦ ଭୋକ୍ତା ମନ୍ତ୍ରୀ ଭାବେ ନେଲେ ଶପଥ।


error: Content is protected !!