ବରିଷ୍ଠ ଚଳଚ୍ଚିତ୍ର ଅଭିନେତା ପଦ୍ମଶ୍ରୀ ସାଧୁ ମେହେରଙ୍କ ପରଲୋକ


😭 ବରିଷ୍ଠ ଚଳଚ୍ଚିତ୍ର ଅଭିନେତା ପଦ୍ମଶ୍ରୀ ସାଧୁ ମେହେରଙ୍କ ପରଲୋକ।

😭 ୮୪ ବର୍ଷ ବୟସରେ ମୁମ୍ବାଇରେ ପରଲୋକ।

😭 ହିନ୍ଦୀ ଓ ଓଡ଼ିଆ ସିନେମାରେ ଖ୍ୟାତି ଅର୍ଜନ କରିଥିଲେ ସାଧୁ।

😭 ଅଙ୍କୁର , ମୃଗୟା , ଭୁବନ ସୋମ୍ , ମନ୍ଥନରେ ସାଧୁଙ୍କ ନିଖୁଣ ଅଭିନୟର ଛାପ।


error: Content is protected !!