ଟ୍ରକ୍‌କୁ ପଛରୁ ପିଟିଲା ବରଯାତ୍ରୀ ବସ୍‌: ୧୦ ଆହତ


କରଞ୍ଜିଆ: ଟ୍ରକ୍‌କୁ ପଛରୁ ପିଟିଲା ବରଯାତ୍ରୀ ବସ୍‌: ୧୦ ଆହତ।୧୦ ଆହତଙ୍କ ମଧ୍ୟରୁ ୨ ଗୁରୁତର , କରଞ୍ଜିଆ ମେଡିକାଲରେ ଭର୍ତ୍ତି।୨୨୦ନଂ ଜାତୀୟ ରାଜପଥ ଟାଟ ନିକଟରେ ଦୁର୍ଘଟଣା।ଜାମସେଦପୁରରୁ ଯାଜପୁରକୁ ବିବାହ କାର୍ଯ୍ୟରେ ଯୋଗଦେବାକୁ ଆସୁଥିଲେ।ବସ୍‌ରେ ୪୦ରୁ ଅଧିକ ବରଯାତ୍ରୀ ଥିଲେ।


error: Content is protected !!