ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୪ ମୃତ


ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୪ ମୃତ।କଟକ ତିଗିରିଆ ଗଦାଧରପୁରରେ ଦୁର୍ଘଟଣା।ଘର ଭିତରକୁ ପଶିଗଲା ଦ୍ରୁତଗାମୀ କାର।କାରରେ ଥିବା ସମସ୍ତ ୪ ଜଣଙ୍କ ମୃତ୍ୟୁ।ବିବାହ ଭୋଜି ଖାଇ ଫେରିବାବେଳେ ଦୁର୍ଘଟଣା।


error: Content is protected !!