ଆଜି ଓଡ଼ିଶା ଆସୁଛନ୍ତି ରାହୁଲ ଗାନ୍ଧି


ଆଜି ଓଡ଼ିଶା ଆସୁଛନ୍ତି ରାହୁଲ ଗାନ୍ଧି।ଓଡ଼ିଶାରେ ପହଞ୍ଚିବ ‘ଭାରତ ଯୋଡ଼ ନ୍ୟାୟ ଯାତ୍ରା’। ସୁନ୍ଦରଗଡ଼ରେ ପଦଯାତ୍ରା କରିବେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି।ପଦଯାତ୍ରା ସହ ଜନସମାବେଶକୁହକରିବେ ସମ୍ବୋଧିତ, ବୀରମିତ୍ରପୁରରୁ ରାଉରକେଲା ଦେଇ ପାନପୋଷ ଯିବ ‘ଭାରତ ଯୋଡ଼ ନ୍ୟାୟ ଯାତ୍ରା’।ପରେ ରାଜଗାଙ୍ଗପୁର, କୁତ୍ରା ଓ ସୁନ୍ଦରଗଡ଼କୁ ଯିବେ ରାହୁଲ୍।


error: Content is protected !!