ଭିଜିଲାନ୍ସ ଜାଲରେ ତହସିଲ ଅଫିସ ରେଭିନ୍ୟୁ ସୁପରଭାଇଜର


ଭିଜିଲାନ୍ସ ଜାଲରେ ତହସିଲ ଅଫିସ ରେଭିନ୍ୟୁ ସୁପରଭାଇଜର।ନୂଆପଡ଼ା କୋମନା ତହସିଲ ରେଭିନ୍ୟୁ ସୁପରଭାଇଜର ଅକ୍ଷୟ ନାଏକ।୧୫ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ମାଡ଼ି ବସିଲା ଭିଜିଲାନ୍ସ।ଟଙ୍କା ଜବତ; ରେଭିନ୍ୟୁ ସୁପରଭାଇଜରଙ୍କୁ ଅଟକ ରଖି ଘରେ ରେଡ୍‌।


error: Content is protected !!