କୋର୍ଟ ରାୟକୁ ନେଇ ଜମା ଖୁସି ନୁହେଁ କହିଲେ ପରୀର ମାଆ


କୋର୍ଟ ରାୟକୁ ନେଇ ଜମା ଖୁସି ନୁହେଁ କହିଲେ ପରୀର ମାଆ।ଜମାରୁ ଖୁସି ନୁହେଁ, ଆଦୌ ନ୍ୟାୟ ମିଳିନି।ଗୋଟିଏ ନିର୍ଦ୍ଦୋଷକୁ ସଜା ଦେଇଦେଲେ।ମୋ ଛୁଆକୁ ମାରିଦେଲେ, ଆଉ ଜଣଙ୍କ ଜୀବନ ବରବାଦ କରିଦେଲେ।ବାବୁଲି ନାଏକ ମୋ ଛୁଆକୁ ମାରିଛି, ଅରୁଣ ସାହୁଙ୍କ ହାତ ଅଛି।ଗରିବ ବୋଲି ସେମାନେ ଆମକୁ ମଣିଷ ଭାବୁନାହାନ୍ତି।ଆମ ପାଖରେ ସମ୍ବଳ ନାହିଁ, କେବଳ ଧର୍ମରେ ଅଛୁ।


error: Content is protected !!