ଦୀର୍ଘ ଦଶନ୍ଧି ଧରି ପ୍ରତୀକ୍ଷା,ଜୀବନରେ ବହୁ ଷ୍ଟ୍ରଗଲ କରିଥିଲେ।ପ୍ରଥମେ ସେ ମହାନ ଆତ୍ମା ଙ୍କୁ ଭାବିଭକ୍ତି ପୂର୍ଣ ବିନମ୍ର ସାଦର ପ୍ରଣାମ।ଅନେକ ପରଲୋକ ଆଗତ।ସବୁଠୁ ଗୁରୁତ୍ୱ ପୂର୍ଣ ପ୍ରସଙ୍ଗ ଟି ହେଲା ଯାହା ଆଜି ଯାଏ ନଜର ଅନ୍ଦାଜ କରାଯାଉଛି,ସମସ୍ତେ ଗୋଟିଏ ଗୋଟିଏ କ୍ଷେତ୍ର କୁ ଦେଖା ରେଖା କରିଥାନ୍ତି. କିନ୍ତୁ ବିଶ୍ୱର ଏମିତି କେଉଁ କ୍ଷେତ୍ର ନାହିଁ ଯାହା ସେମାନଙ୍କର ପ୍ରତ୍ୟକ୍ଷ ଗୁରୁଦାୟିତ୍ୱ ଭାବି ଦେଶ ରାଜ୍ୟର ସବୁଠୁ ଅଗ୍ରଣି ଭାବରେ ଯେକୌଣସି କ୍ଷେତ୍ରକୁ ଓଲ୍ହାଇ ଆସି ଥାଆନ୍ତି.ହୁଏତ ଅନେକ ଅଛନ୍ତି ପେସା, ନିଶା କରିଛନ୍ତି ବିନା ପାରିଶ୍ରମରେ,ଏଥିପାଇଁ ସେମାନଙ୍କ କାର୍ଯ୍ୟ କରୁ କରୁ କେତେବେଳେ ଜଣେ ସୈନିକଙ୍କ ପରି ବହୁମୂଲ୍ୟ ଦେଇ ଜୀବନକୁ ବାଜି ଲଗାଇ ନିଜ କର୍ମ କ୍ଷେତ୍ରରୁ ସୁଖୀ ପରିବାର କୁ ଅଲବିଦା କରିଦେଇଛନ୍ତି. ଏବଂ ଏଥି ସହିତ ସବୁ କ୍ଷେତ୍ରକୁ ନିଜର କରି ପ୍ରତ୍ୟକ୍ଷ ତତ୍ଵା ବଧାନ ରେ ଦେଖା ରେଖା କରି ଥାଆନ୍ତି.ସେ ହେଉ ଛନ୍ତି ସାମ୍ବାଦିକ. ଯିଏ ସର୍ବଦା ନିଜ କର୍ମ କ୍ଷେତ୍ରରେ ଅନ୍ୟ ମାନଙ୍କ ଭଳି ଆଶା ରଖି ନଥାନ୍ତି, କିଏ ମହତ. କାର୍ଯ୍ୟ ପାଇଁ ସଂମ୍ମାନ କରୁ. ଏବଂ ବର୍ଷା ଖରା ଶୀତ କାକର, ଝଡ଼ ତୋଫାନ ରେ ମଧ୍ୟ, କିଏ ଅପେକ୍ଷା କରିଥିବ, ମନରେ ଯେତେବେଳେ ଆସେ ତାକୁ ଆଖି ଆଗରେ ରଖି, ଅନବରତ ଜାରି ରଖନ୍ତି ନିଜର କାର୍ଯ୍ୟ ଶୈଳୀ.ଏହିପରି ତାଙ୍କର ଜୀବନ ଶୈଳୀ. ଜୀବନରେ ସବୁଠୁ କମ ବିରତି ନିଅନ୍ତି. ଶେଷରେ ସବୁ କ୍ଷେତ୍ରରେ ହରାସ ହୋଇ ଯାଇ ପାରିବେ ସାହାର୍ଯ୍ୟ ପାଇଁ କିନ୍ତୁ ଜଣେ ସାମ୍ବାଦିକ କ୍ଷେତ୍ରରେ କେବେ ତାହା ହୋଇପାରେନା. ସାହାର୍ଯ୍ୟ ପାଇଁ ଏକ ପାଚେରୀ ହୋଇ ସାଥିରେ ରୁହେ, ସାହସ ଦିଏ ଜଣେ ଘରର ପରିବାରର ବାପା ହୋଇ ସେ ହେଉଛି ସାମ୍ବାଦିକ।


error: Content is protected !!