ଆଜି ଶପଥ ନେବେ ଜଷ୍ଟିସ ଚକ୍ରଧାରୀ ଶରଣ ସିଂ


ଆଜି ଶପଥ ନେବେ ଜଷ୍ଟିସ ଚକ୍ରଧାରୀ ଶରଣ ସିଂ।ଓଡ଼ିଶା ହାଇକୋର୍ଟର ନୂତନ ମୁଖ୍ୟ ବିଚାରପତି।ନୂତନ ବିଚାରପତି ଭାବେ ଶପଥ ନେବେ ଶରଣ ସି।ଶପଥପାଠ କରାଇବେ ରାଜ୍ୟପାଳ ରଘୁବର ଦାସ।ଦିନ ୧୦ଟାରେ ହାଇକୋର୍ଟରେ ଶପଥ ଗ୍ରହଣ ସମାରୋହ।


error: Content is protected !!