ପରୀ ମାମଲା: CBI ତଦନ୍ତ ଦାବି


ପରୀ ମାମଲା: CBI ତଦନ୍ତ ଦାବି।ଶ୍ରୀମନ୍ଦିରରେ ଉଷୁନା ଚାଉଳ ଘଟଣା ଦୁର୍ଭାଗ୍ୟଜନକ କହିଲେ ମୋହନ ମାଝୀ।ଅର୍ପଣ ରଥରେ ମିଳିଥିବା ଉଷୁନା ଚାଉଳ ପ୍ରସାଦ ହେବା ଦୁର୍ଭାଗ୍ୟଜନକ।ଅର୍ପଣ ରଥରେ ସଂଗୃହୀତ ଦାନ ଅର୍ଥ କୁଆଡ଼େ ଗଲା।ଗୃହରେ ମୁଖ୍ୟମନ୍ତ୍ରୀ ଜବାବ ଦିଅନ୍ତୁ- ମୋହନ।


error: Content is protected !!